ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭। ଏହାର ସଦସ୍ୟ ହେଲେ ବ୍ରିଟେନ, ଫ୍ରାନ୍ସ,କାନାଡା, ଜର୍ମାନୀ,ଆମେରିକା, ଇଟାଲି ଓ ଜାପାନ। ଏହା ସହିତ ୟୁରୋପୀୟ ସଂଘ ମଧ୍ୟ ଜି-୭ର ସଦସ୍ୟ ରହିଛି। ଏଥର ଜି-୭ ସମ୍ମିଳନୀରେ … Continue reading ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ